୧-ପରଲୋକରେ ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ା । ସେ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ତେବେ କେଉଁ କାରଣ ପାଇଁ ଆତ୍ମହତ୍ୟା କଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ
୨-ରାଇମୋହନଙ୍କ ଆଖିକୁ ଦାନ କଲେ ପରିବାର ସଦସ୍ୟ, ଏବେ ଆଖି ରହିବ ସାକ୍ଷୀ ।
୩-ଶୋକାକୁଳ ପରିବେଶରେ ପୁରୀ ସ୍ୱର୍ଗଦ୍ୱାରରେ ରାଇମୋହନଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ।
୪-ଥାନା ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଥିବା ବ୍ୟକ୍ତିଙ୍କ ମୃତ୍ୟୁ: କିଶୋରନଗର ଥାନା ସାମ୍ନାରେ ଦେହରେ ଲଗାଇଥିଲେ ନିଆଁ ।
୫-ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର, ଓଡ଼ିଶାରୁ ଗୌରହରି, ଦମୟନ୍ତୀ ମନୋନୀତ ।
୬-ରଥରେ ଲାଗିଲା ଦୁଆରବେଢ଼ା
୭-ୟୁକ୍ରେନ ରୁଷ ଯୁଦ୍ଧକୁ ପୂରିଲା ଚାରି ମାସ, ସିଭର୍ସାଇଡୋନେଟସ୍କରୁ ସେନା ପ୍ରତ୍ୟାହାର କଲା କିଭ୍
୮-ଆମେରିକାରେ ଗର୍ଭପାତ କରିବା ଏବେ ସାମ୍ବିଧାନିକ ଅଧିକାର ନୁହେଁ, ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ।
୯-ପୁରୀରେ ପୁଣି ଫୁଟିଲା ବୋମା। ସଦର ଥାନା ଅଧିନ ମୁକୁନ୍ଦ ମିଶ୍ର ନଗରରେ ବୋମାମାଡ଼ ହୋଇଛି।
୧୦-ଲୋ ସ୍କୋରିଂ ମୁକାବିଲାରେ ବି ମୁସ୍କିଲରେ ଜିତିଲା ଅଷ୍ଟ୍ରେଲିଆ, ୩-୨ରେ ଦିନିକିଆ ସିରିଜ୍ ହାତେଇଲା ଶ୍ରୀଲଙ୍କା ।
୧୧-ପୁଣି ଅଶାନ୍ତ ବାଣୀବିହାର କ୍ୟାମ୍ପସ, କମେଣ୍ଟ ମରାକୁ ନେଇ ବୁଲିଲା ଖଣ୍ଡା।
୧୨-୫୮ ଦେଶରେ ବ୍ୟାପିଲାଣି ମଙ୍କିପକ୍ସ, WHN ଘୋଷଣା କଲା ମହାମାରୀ।
୧୩-ରାଷ୍ଟ୍ରପତି ନିର୍ବାଚନ: ନାମାଙ୍କନ ଦାଖଲ କଲେ ଦ୍ରୌପଦୀ ମୁର୍ମୁ, ରାଇରଙ୍ଗପୁର ବାସଭବନ ସମ୍ମୁଖରେ ଉତ୍ସବର ମାହୋଲ।
୧୪-ଦ୍ରୌପଦୀଙ୍କ ନାମାଙ୍କନ ସହ ସରଗରମ ରାଜ୍ୟ ରାଜନୀତି: ବିଜେପି ନେତା କହିଲେ ୨୦୨୪ ପାଇଁ ପଡିଲା ମୂଳଦୁଆ।
୧୫-ଦ୍ରୌପଦୀ ଏନ୍ଡିଏଏର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ସମର୍ଥନ ବଢିବାରେ ଲାଗିଛି।
୧୬-ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କଲେ ମୁଖ୍ୟ ସଚିବ, ୩୩୧ କୋଟି ଟଙ୍କା ବୟ ଅଟକଳରେ ଚାଲିଛି କାର୍ଯ୍ୟ ।
୧୭-ଉଦ୍ଧବଙ୍କ ସମର୍ଥନରେ ରାସ୍ତାକୁ ଓହ୍ଲାଇଲେ ଶିବ ସୈନିକ; ବିଦ୍ରୋହୀ ବିଧାୟକଙ୍କ କାର୍ଯ୍ୟାଳୟକୁ କଲେ ଟାର୍ଗେଟ ।
୧୮-ମମିତା ମେହେର ହତ୍ୟାକାଣ୍ଡ ମାମଲା: ଅସୁସ୍ଥତା ଯୋଗୁଁ ହାଜର ହେଲେ ନାହିଁ ଗୋବିନ୍ଦ।
୧୯-ରୁଷ ବଜାରରେ ଖୋଲିବ ଭାରତୀୟ ଷ୍ଟୋର୍ସ, ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଲେ ସୂଚନା ।
୨୦-ବଡ଼ ଉଦ୍ୟୋଗ ଉପରେ ୧୦% ସୁପର ଟ୍ୟାକ୍ସ ଲାଗୁ କଲା ପାକିସ୍ତାନ, ସେୟାର ବଜାର ଧରାଶାୟୀ ।
୨୧-ଦିଲ୍ଲୀ ସରକାରଙ୍କୁ ନୂଆ ଏଲ୍ଜିଙ୍କ ପ୍ରଥମ ଝଟ୍କା, ୩ ସପ୍ତାହ ଧରି ଅଟକିଛି ଫାଇଲ୍, ଅଡ଼ୁଆରେ କେଜରିୱାଲ୍ଙ୍କ ସିଙ୍ଗାପୁର ଗସ୍ତ ।
ଶୁଭ ସକାଳ,ସୁପ୍ରଭାତ