୧-ସାତକୋଶିଆରେ ବାଘ ଗଣନା ଆରମ୍ଭ, ସେପଟେ ୬ମାସ ହେଲା ଏକମାତ୍ର ବାଘୁଣୀର ମିଳୁନି ପତ୍ତା
୨-ଭାୟାକମ୍୧୮ ପକ୍ଷରୁ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ର ଡିଜିଟାଲ୍ ଷ୍ଟ୍ରିମ୍ ଅଧିକାର ହାସଲ ।
୩-ପାଖେଇ ଆସୁଛି ଘୋଷଯାତ୍ରା: ପୋଲିସର ସମୀକ୍ଷା ବୈଠକ ଶେଷ, ନିୟୋଜିତ ହେବେ ବରିଷ୍ଠ ପଦାଧିକାରୀ ।
୪-ରଜନୀକାନ୍ତଙ୍କ ୧୧ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲା ‘ବିକ୍ରମ’, ବକ୍ସ ଅଫିସ୍ରେ କରୁଛି ଧମାଲ ।
୫-କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ଘୋଷଣା, ୧୦ମ ପାସ୍ ଅଗ୍ନିବୀରଙ୍କୁ ମିଳିବ ଦ୍ୱାଦଶ ପାସ୍ ସାର୍ଟିଫିକେଟ୍।
୬-ରାଜ୍ୟଗୋଷ୍ଠୀ ଦଳରେ ଦୂତି, ଶ୍ରାବଣୀ: ୧୦୦ ମିଟରରେ ଧନଲକ୍ଷ୍ମୀଙ୍କୁ ସୁଯୋଗ, ଦୂତିଙ୍କୁ ଉପେକ୍ଷା ।
୭-ରଣଜୀ ସେମିଫାଇନାଲ୍: ମନୋଜ ଓ ସାହବାଜ୍ଙ୍କ ଶତକ ସତ୍ତ୍ବେ ବେଙ୍ଗଲ ପଛୁଆ ।
୮-ନେସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲା: ମୋତିଲାଲ ଭୋରାଙ୍କୁ ଦାୟୀ କଲେ ରାହୁଲ ।
୯-କିଭ୍ରେ EUର ତିନି ଶକ୍ତିଶାଳୀ ନେତା; ବଢିଲା ରୁଷର ଚିନ୍ତା, କହିଲା-କିଛି ବଡ଼ ଯୋଜନା ଉପରେ ହୋଇପାରେ ଆଲୋଚନା ।
୧୦-୨୦୨୧ରେ ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ରାଶି ୩୦,୫୦୦ କୋଟି, ୧୪ ବର୍ଷରେ ସର୍ବାଧିକ।
୧୧-ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରୀ କରାଯାଇଛି।
୧୨-ଆର୍ଥିକ ସଙ୍କଟରେ ପାକିସ୍ତାନ। ଦେଶବାସୀଙ୍କୁ ଚା’ ପିଇବା କମ କରିବାକୁ କହିଲେ ମନ୍ତ୍ରୀା
୧୩-ଆସାମରେ ସ୍ଥାନେ ସ୍ଥାନେ ଭୁସ୍କଳନ। ଲଗାଣ ବର୍ଷାରେ ବେହାଲ ରାଜ୍ୟ।
୧୪-ଅଗ୍ନିପଥ ଯୋଜନାକୁ ନେଇ ବଢୁଛି ବିରୋଧ: ବିହାର ସମେତ ବିଭିନ୍ନ ରାଜ୍ୟରେ ଆନ୍ଦୋଳନ ସହ ଜୋରଦାର ବିକ୍ଷୋଭ।
୧୫-ବାରବାଟୀ ଟି-୨୦ରେ ଚାଲିଥିଲା ନକଲି ପାସ୍ କାରବାର: ଓସିଏର ପ୍ରତିକ୍ରିୟା, ବଦନାମ କରିବାକୁ ହେଉଛି ଉଦ୍ୟମ
୧୬-ରାଷ୍ଟ୍ରପତି ନିର୍ବାଚନ ନେଇ ଜୋରଦାର କସରତ: ନବୀନଙ୍କ ସହ ରାଜନାଥ ସିଂହ କଥା ହେବା ପରେ ରାଜ୍ୟ ରାଜନୀତି ସରଗରମ।
୧୭-ରାହୁଲ ରେସ୍କ୍ୟୁରେ ଦେଶୀ ଯୁଗାଡ଼: ଅନ୍ୟ ଜଣେ ପିଲାର ଗୋଡ଼ରେ ଦଉଡ଼ି ବାନ୍ଧି ଗାତ ଭିତରକୁ ଛାଡ଼ିଥିବା କହିଲେ ଜିଲ୍ଲାପାଳ
୧୮-ନିତିନ ଗଡକରୀଙ୍କ ଘୋଷଣା, ରୋଡରେ ବେଆଇନ ପାର୍କ କରିଥିବା ବାହନର ଫଟୋ ପାଠାଇଲେ ମିଳିବ ୫୦୦ ଟଙ୍କା ।
୧୯-ସୁପ୍ରିମକୋର୍ଟ ବିଚାରପତି ଏମ୍ଆର୍ ଶାହଙ୍କୁ ହାର୍ଟ ଆଟାକ୍; ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସରେ ଅଣାଗଲା ଦିଲ୍ଲୀ।
୨୦-ନରସିଂହପୁର ହାତୀ ମୃତ୍ୟୁ ଘଟଣା: ତଦନ୍ତ ପାଇଁ ଗଠନ ହେଲା ସ୍ବତନ୍ତ୍ର ଟିମ୍।
ଶୁଭ ସକାଳ,ସୁପ୍ରଭାତ