ଖବର ଆଜିର…..ତାରିଖ ୧୬-୦୬-୨୦୨୨/ଗୁରୁବାର

୧-ରାଷ୍ଟ୍ରପତି ନିର୍ବାଚନ: ପ୍ରମୁଖ ବିରୋଧୀ ନେତାଙ୍କ ସହ ଟେଲିଫୋନ୍‌ରେ କଥା ହେଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

୨-ଆୟର୍ଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ବିସିସିଆଇ ଏନେଇ ଟ୍ୱିଟ କରି ସୂଚନା ଦେଇଛି

୩-ICC ରାଙ୍କିଂରେ ଇଶାନ କିଷନଙ୍କ ଲମ୍ବ ଡିଆଁ; ଟପ୍-10 ବ୍ୟାଟରଙ୍କ ମଧ୍ୟରେ ନମ୍ବର ୭ରେ ପହଞ୍ଚିଲେ

୪-ବୋରୱେଲ ଲାଗି ରହିଛି ସୁପ୍ରିମକୋର୍ଟଙ୍କ ଗାଇଡ ଲାଇନ, ତଥାପି ଥମୁନି ଦୁର୍ଘଟଣା

୫-୨ ମାସ ପରେ ଚଳଚଞ୍ଚଳ ପାରାଦୀପ ମାଛ ଧରା ବନ୍ଦର: ବରୁଣ ଦେବଙ୍କ ପୂଜାର୍ଚ୍ଚନା ପରେ ସମୁଦ୍ର ମାଛ ମାରିବାକୁ ଯାଇଛନ୍ତି ବୋଟ୍

୬-ଓଡ଼ିଶାରେ ୩ଟି ନୂଆ ଇଏସ୍‌ଆଇ ହସ୍ପିଟାଲ ଓ ୧୨ଟି ଡିସ୍‌ପେନ୍ସରି ଖୋଲିବ : କେନ୍ଦ୍ରମନ୍ତ୍ରୀ

୭-ଭାରତରେ ଜୁଲାଇ ମାସରେ ଆରମ୍ଭ ହେବ 5G ସ୍ପେକ୍ଟ୍ରମର ନିଲାମ

୮-ଜାତୀୟ ସ୍ତରର ଶୁଟର ସିପ୍ପି ସିଦ୍ଧୁଙ୍କ ହତ୍ୟା ଘଟଣା: ୭ ବର୍ଷ ପରେ ଗିରଫ ହେଲେ ହିମାଚଳ ପ୍ରଦେଶ ହାଇକୋର୍ଟ ବିଚାରପତିଙ୍କ ଝିଅ ।

୯-ସ୍ନାନବେଦୀରେ ମହାସ୍ନାନ ପରେ ମହାପ୍ରଭୁଙ୍କ ଏବେ ମହାଜ୍ୱର । ୧୪ ଦିନ ଅଣସରରେ ରହିବେ ଜଗନ୍ନାଥ

୧୦-ୟଙ୍ଗ ଇଣ୍ଡିଆନ ପ୍ରାଇଭେଟ ଲିମିଟେଡର ଗୋଟିଏ ପଇସା ମଧ୍ୟ ଆମେ ନେଇନାହୁଁ: ରାହୁଲ ଗାନ୍ଧି।

୧୧-ଏସୀୟ କପ୍‌ ଯୋଗ୍ୟତାପର୍ଯ୍ୟାୟ: ହଂକଂକୁ ପରାସ୍ତ କରି ଭାରତ ଗ୍ରୁପ୍‌ ବିଜେତା ।

୧୨-ଇଡିରେ ଫେରାଦ ହେଲେ ଅନୁଭବ, ତ୍ରୁଟିପୂର୍ଣ୍ଣ ପରିଚୟ ଦେଇ ଟିକସ ଫାଙ୍କୁଛନ୍ତି ବର୍ଷା ।

୧୩-ରାଜସ୍ଥାନ ବିଜେପିରେ କଳହ ! ଭାଷଣ ଦେଲେନି ବସୁନ୍ଧରା, ବୈଠକ ଅଧାରୁ ଉଠି ଚାଲିଗଲେ

୧୪-୨୪ ଘଣ୍ଟା ଜେରା ସଲାଣି, କେବେ ମିଳିବ ଇଡିରୁ ତ୍ରାହି ! ପୁଣି ଜୁନ ୧୭ରେ ହାଜର ହେବେ ରାହୁଲ

୧୫-ରାଷ୍ଟ୍ରପତି ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନ ଭରିଲେ ୧୧ ଜଣ, ବିହାରର ‘ଲାଲୁ ଯାଦବ’ ବି ସାମିଲ୍ ।

ଶୁଭ ସକାଳ,ସୁପ୍ରଭାତ

Share this…
Share on Facebook

Facebook