ବାଲେଶ୍ବର; ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲ ର ସ୍ତ୍ରୀ ଓ ପ୍ରସ୍ତୁତି ବିଭାଗ ରେ ନବଜାତ ଶିଶୁପୁତ୍ର ମୃତ୍ୟୁ କୁ ନେଇ ହୋହୋଲ୍ଲା,ଉତ୍ତେଜନା।ବାଲେଶ୍ବର ସୋର ଅଞ୍ଚଳର ଦିବ୍ୟଜ୍ୟୋତି ଓଝା ତାଙ୍କ ସ୍ତ୍ରୀ ଗର୍ଭ ଯନ୍ତ୍ରଣା ହେବାରୁ ମେଡିକାଲ ରେ ଭର୍ତ୍ତି ହୋଇଥିଲେ।ବିଳମ୍ବିତ ରାତିରେ ଯନ୍ତ୍ରଣା ହେବାରୁ ଡାକ୍ତର ଙ୍କୁ ପରିବାର ଲୋକେ କତ୍ତୃପକ୍ଷଙ୍କୁ ଆସିବା ଅନୁରୋଧ କରିଥିଲେ, ହେଲେ ଡାକ୍ତର ନ ଆସି ନୋର୍ସ ମାନେ ଜର ଜବରଦସ୍ତ ଟାଣି ଉଟାରି ଡେଲିଭରି କରିଥିଲେ।ଯାହା ଫଳରେ କିଛି ସମୟପରେ ନବଜାତ ଶିଶୁ ର ମୃତ୍ୟୁ ହୋଇଥିଲା।ଦୃଢ କାଯ୍ୟାନୁଷ୍ଠାନ ପାଇଁ ଥାନାରେ ପରିବାର ଲୋକ ଙ୍କ ଦାବି।MPX NEWS ODISHA