ଚାନ୍ଦବାଲି-ଟାଟା ପୱା କମ୍ପାନୀର ମନମାନି ପାଇଁ ଆଜି ଅକାଳରେ ଝଡି ପଡିଲା ଜଣେ ନୀରହ ଯୁବକର ଜିବନ l ଆଜି ଚାନ୍ଦବାଲି ସତ୍ୟ ନାରାୟଣ କଲୋନୀ ନିକଟରେ ଏକ ଇଲେକ୍ଟ୍ରି ପୋଲରେ ଗଛ କାଟି ସଫା କରୁଥିବା ସମୟରେ 11କେଭି ତାର ସଂସ୍ପର୍ଶ ଆସି କର୍ମଚାରୀଙ୍କର ଅବସ୍ଥା ଗୁରୁତ୍ୱର ହୋଇଥିଲା, ତାଙ୍କୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଟୀ ସ୍ବାସ୍ୟ କେନ୍ଦ୍ରରେ ଭର୍ତ୍ତୀ କରିଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା l ଚାନ୍ଦବାଲି ବିଜୁଳି ବିଭାଗର କାର୍ଯ୍ୟରତ ଥିବା ମୃତ କର୍ମଚାରୀ ଜଣକ ହେଉଛନ୍ତି କନିକା ବାଙ୍ଗରକୁଆଁ ଗାଁର ରାଜେଶ ନାୟକ ବୋଲି ସୂଚନା ମିଳିଛି l
ରାଜେଶ TPNODL କର୍ମଚାରୀ ଥିଲେ,ମୃତକଙ୍କ ନିକଟରେ ବିଜୁଳି ବିଭାଗ କର୍ମଚାରୀ କେହି ନ ଥିବାରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତେଜନା ଦେଖା ଦେଇଥିଲା, ଜନତାଙ୍କ ଭୟରେ ବିଜୁଳି ବିଭାଗର କର୍ମଚାରୀ ମାନେ ମେଡିକାଲକୁ ଆସି ନ ଥିଲେ lReport-debakantamohanty,
Place-chandabali,