ଭିଜିଲାନ୍ସ ଜାଲରେ ପୁଣି ଏକ ପୋଲିସ ବାବୁ

ଖଲ୍ଲିକୋଟ; ଭିଜିଲାନ୍ସ ଜାଲରେ ପୁଣି ଏକ ପୋଲିସ ବାବୁ । ଏକ ଏତଲା ଦାୟର କରିବା ପାଇଁ ୩୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଖଲ୍ଲିକୋଟ ଥାନା ଭେଜିପୁଟ ଫାଣ୍ଡିର ଏଏସଆଇ ମାନସ କୁମାର ରାଉତଙ୍କୁ ମାଡ଼ି ବସିଲା ବ୍ରହ୍ମପୁର ଭିଜିଲାନ୍ସ ର ୫ଜଣିଆ ଟିମ । ମାନସ ରାଉତଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି କୁ ନେଇ ଅଧିକ ତଦନ୍ତ କରିବ ଭିଜିଲାନ୍ସ ଟିମ ବୋଲି ସୂଚନା ମିଳିଛି ।

Name-bhagaban padhy
Place-Khallikote
Ganjam

Share this…
Share on Facebook

Facebook