ଖବର ଆଜିର, ତାରିଖ ୦୭-୦୬-୨୦୨୨/ମଙ୍ଗଳବାର

୧-ଆରବ ରାଷ୍ଟ୍ରରେ ତୀବ୍ର ପ୍ରତିକ୍ରିୟା ; ଭାରତୀୟ ଉତ୍ପାଦକୁ ବର୍ଜନ ।

୨-ଜୋର୍‌ ଧରିଲା ନୂପୁରଙ୍କ ଗିରଫ ଦାବି ।

୩-ନୂପୁର ଶର୍ମାଙ୍କ ବୟାନକୁ ନେଇ ମାଳଦ୍ଵୀପ ସଂସଦରେ ହଙ୍ଗାମା, ନିନ୍ଦା କଲେ ଆଉ ଦୁଇ ଦେଶ ।

୪-ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଅଗ୍ନି -୪ର ସଫଳ ପରୀକ୍ଷଣ ।

୫-୭୬,୩୯୦ କୋଟି ଟଙ୍କାର ସାମରିକ ସରଞ୍ଜାମ କ୍ରୟ ପ୍ରସ୍ତାବକୁ ଅନୁମୋଦନ ।

୬-୨୦୦୬ ବାରାଣସୀ ବିସ୍ଫୋରଣ : ମୁଖ୍ୟ ଅଭିଯୁକ୍ତ ୱାଲିଉଲ୍ଲାକୁ ମୃତ୍ୟୁ ଦଣ୍ଡାଦେଶ।

୭-ଜନସାଧାରଣ BJPକୁ ଡରୁଛନ୍ତି, କିନ୍ତୁ BJP ଆମ୍ ଆଦମୀ ପାର୍ଟିକୁ ଭୟ କରୁଛି: କେଜ୍ରିୱାଲ ।

୮-ବାରବାଟୀ T-20: ଭାରତ-ଦକ୍ଷିଣ ଆଫିକା ମ୍ୟାଚର ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ ।

୯-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୮ତାରିଖରେ ବିଦେଶ ଗସ୍ତରେ ଯିବେ। ମୁଖ୍ୟମନ୍ତ୍ରୀ ଦୁବାଇ ଓ ଇଟାଲିର ରୋମ୍‌ ସହରକୁ ଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି।

୧୦-ପଶ୍ଚିମ ଓଡ଼ିଶାର ୪ ସହରରେ ପ୍ରଚଣ୍ଡ ତାତି ସତର୍କତା ।

୧୧-ଓଡ଼ିଶାରେ ବେଆଇନ ଖଣି କାରବାର: ଅସନ୍ତୋଷ ଜଣାଇଲେ ସୁପ୍ରିମକୋର୍ଟ ।

୧୨-କୋରିଆନ ପପ୍ ଷ୍ଟାରଗ୍ରୁପ ବିଟିଏସକୁ ଭେଟିଲେ ଆମେରିକା ରାଷ୍ଟ୍ରପତି । ଗୀତ ଶୁଣି ନିଆରା ଅନ୍ଦାଜରେ ନଜର ଆସିଲେ ଜୋ ବାଇଡେନ ।

୧୩-ବାଂଲାଦେଶରେ ବିସ୍ଫୋରଣ। କଣ୍ଟେନର ଡିପୋରେ ବିସ୍ଫୋରଣ ପରେ ୪୯ ଜଣଙ୍କ ମୃତ୍ୟୁ, ୫୦୦ ଗୁରୁତର। ।

୧୪-ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ: ୮ ସନ୍ଦିଗ୍ଧ ଅପରାଧୀଙ୍କ ଫଟୋ ଜାରି । ଦିଲ୍ଲୀ, ହରିଆଣା, ରାଜସ୍ଥାନରେ ରହି ଅପରେଟ କରୁଛନ୍ତି ଗ୍ୟାଙ୍ଗ ।

୧୫-ବଢିଲା ଅଭିନେତା ସଲମାନ ଖାନଙ୍କ ସୁରକ୍ଷା: ଗାଲେକ୍ସି ଆପାର୍ଟମେଂଟରେ ପହଁଚିଲା ମୁମ୍ବାଇ ପୁଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ ।

୧୬-ମମତାଙ୍କ କ୍ୟାବିନେଟରେ ଲାଗିଲା ମୋହର: ବିଶ୍ୱବିଦ୍ୟାଳୟର କୁଳାଧିପତି ହେବେ ମୁଖ୍ୟମନ୍ତ୍ରୀ ।।

୧୭-ସରିଲା ସମ୍ୱଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା; ମନ୍ଦିରରେ ପ୍ରବେଶ କଲେ ଦେବ ଦମ୍ପତ୍ତି ।

୧୮-ମନ୍ତ୍ରିମଣ୍ଡଳରୁ ବିଦା ନେତାଙ୍କ ମାନଭଞ୍ଜନ ପ୍ରୟାସ, ନବୀନ ନିବାସ ଡାକି କଲେ ଆଲୋଚନା ।

୧୯-ଅଗ୍ନିଶମ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏଣିକି ମିଳିବ ୟୁନିଫର୍ମ ଭତ୍ତା ।

୨୦-ଖୁବ୍‌ଶୀଘ୍ର ଆସୁଛି ତରଙ୍ଗର HD ଭର୍ସନ, ଓଡ଼ିଶାର ପ୍ରଥମ 24*7 ମନୋରଂଜନ ଭିତ୍ତିକ ଚ୍ୟାନେଲ ।

*ଶୁଭ ସକାଳ,ସୁପ୍ରଭାତ*

Share this…
Share on Facebook

Facebook