ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ର କୁଶପଡା ଗ୍ରାମରେ ଆଜି ସନ୍ଧ୍ୟା 5ଘଂଟିକା ସମୟରେ ଛେଳି ଚରେଇବାକୁ କୁମୁଟିବନ୍ଧ ପଦରକୁ ଯାଇଥିବାବେଳେ ବଜ୍ରପାତ ହୋଇଥିଲା ସେଇଠାରେ କୁଶପଡା ଗ୍ରାମର ଜି. ଅଭିଦୋରା ଗୁରୁତର ହୋଇଥିଲେ ଘଟଣା ସ୍ଥଳୁ ସ୍ଥାନୀୟ ଲୋକେ ଦିଗପହଣ୍ଡି ଗୋଷ୍ଟୀ ସ୍ଵାସ୍ତ୍ୟ କେନ୍ଦ୍ରକୁ ଆଣିଥିଲେ ସେଇଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ
ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋଟ