ଗଞ୍ଜାମ କନ୍ଧମାଳ ଜିଲ୍ଲା ସୀମାନ୍ତ ରେ ଥିବା ବାରବା ପଳାଶପଲ୍ଲି ଗାଁ ର ଏକ କୂଅରେ ଏକ ହାତୀ ଛୁଆ ଖସି ପଡିଛି । ଘଟଣାସ୍ଥଳ ରେ ବାରବା ଅଂଚଳର ବନ ବିଭାଗ ର କର୍ମଚାରୀମାନେ ହାତୀ ଛୁଆକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ତେବେ ଗତକାଲି ମଧ୍ଯ ରାତିରେ ଏକ ହାତି ଛୁଆ ଖସି ପଡିଥିଲା କୂଅ ରେ