କେନ୍ଦ୍ରାପଡ଼ା : ଦୁଷ୍କର୍ମ, ଏମିତି ଗୋଟିଏ ରୋଗ ଦିନକୁ ଦିନ ନିତ୍ୟ ନୈମିତ୍ତିକ ଘଟଣା ବ୍ୟାପିବାରେ ଲାଗିଛି, ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଅlଳିଥାନା ଅଞ୍ଚଳ ରେ ବାବୁ ଙ୍କ ଚେହେରା କୁ ଟିକେ ଦେଖନ୍ତୁ ଯାଜପୁର ଜିଲ୍ଲା ରୁ ଆସି ସମ୍ପର୍କୀୟ ଘରେ ରହି କାମଧନ୍ଦା କରି ଚଳୁଥିବା ବେଳେ ଘରେପଶି ତାଙ୍କ ନାବାଳିକା ଝିଅ ସହିତ ଶାରୀରିକ ସଂପର୍କ ରଖିବା ନେଇ ଅlଳିଥାନାରେ ହୋଇଛି ଅଭିଯୋଗ l ଏପଟେ ଅଭିଯୁକ୍ତ ରୁଦ୍ର ପ୍ରତାପ ମାଲିକ ଓରଫ ରାଜା ଥାନାରେ ପହଞ୍ଚିବା ପରେ ଥାନାରେ ଜେରା ପରେ ଆପୋଷ ସମାଧାନ ପାଇଁ ଛାଡ଼ିଦେବା ବିଶ୍ୱୋସ୍ତ ସୂତ୍ରରୁ ଖବର ମିଳିଛି ସେପଟେ ଝିଅ ରାଜାଙ୍କୁ ବିବାହ କରିବାକୁ ଚାହୁଁଥିବା ବେଳେ ରାଜା ସ୍ବୀକାର କରୁନଥିବା ଝିଅ ବୟାନ ଦେଇଛନ୍ତି l ଅନ୍ୟ ପକ୍ଷରେ ଅଳି ପୋଲିସ ଘଟଣା ର ଅଧିକ ତଦନ୍ତ ଚଳାଇଛି l