ସେନା କର୍ମଚାରୀ ସୂଚନା ଲିକ୍ ଅଭିଯୋଗରେ ଗିରଫ

ସୂଚନା ମୁତାବକ, ପାକିସ୍ତାନ ଇଣ୍ଟେଲିଜେନ୍ସ ଅଫିସର (ପିଓଓ) ଦ୍ୱାରା ଯୋଧପୁର ରେଜିମେଣ୍ଟର ସେନା କର୍ମଚାରୀ ସୂଚନା ଲିକ୍ ଅଭିଯୋଗରେ ଗିରଫ ହୋଇଛନ୍ତି ବୋଲି ରାଜସ୍ଥାନ ପୋଲିସ କହିଛି।

ଯୋଧପୁର ରେଜିମେଣ୍ଟର ସେନା କର୍ମଚାରୀ ପାକିସ୍ତାନ ଇଣ୍ଟେଲିଜେନ୍ସ ଅଫିସର (ପିଓଓ) ଦ୍ୱାରା honey-trap ରେ ଫସି ରହିଥିବା ସୂଚନା ଲିକ୍ ଅଭିଯୋଗରେ ଗିରଫ,
ରାଜସ୍ଥାନ ପୋଲିସ ମହାନିର୍ଦ୍ଦେଶକ ଉମେଶ ମିଶ୍ର ଏକ ବିବୃତ୍ତିରେ ଏହା କହିଛନ୍ତି

Share this…
Share on Facebook

Facebook