ବାଦ ବିବାଦର ପୂର୍ଣ୍ଣଛେଦ ପଡିବା ଆଗରୁ ପୁଣି ଭାଇରଲ ହେବାରେ ଲାଗିଲାଣି ଆଉ ଗୋଟେ ଭିଡ଼ିଓ..
ଲାଗୁଛି ଏମାନେ ଆଉ କିଛି ବି ମାନିବେନି, ଜୀବନର ଯୌବନ କୁ ଏମାନେ ବିକୁର୍ତ୍ତୀ କରିସାରିଲେଣି ଲାଇକ ପାଇବା ଆଶାରେ ରାସ୍ତାଘାଟ, ପାର୍କ ପରେ ଏମାନେ ମନ୍ଦିର ରେ ଭଙ୍ଗିଳ ନୃତ୍ୟ ଆରମ୍ଭ କରିସାରିଲେଣି, ଓଡିଶା ସଂସ୍କୃତି କୁ ଛାରଖାର କରିବାକୁ ଆଉ ସମୟ ଲାଗିବନି. ଏବେଠୁ ଯଦି ଏମାନେ ସାବାଡ଼ ହେବେନି ଆଗକୁ ଆଉରି ଏମିତି ଦୃଶ୍ୟ ଦେଖିବାକୁ ମିଳିବ. ହେ ପ୍ରଭୁ ଏମାନଙ୍କୁ ସଦବୁଦ୍ଧି ଦିଅନ୍ତୁ.