ଚାନ୍ଦବାଲି ପୋଲିସକୁ ସଫଳତା, ମତୋ ଓ ପିରାହାଟ ର ମୋଇବାଲ ଦୋକାନରୁ ଚୋରୀ ହୋଇଥିବା ୧୭ ଟି ମୋବାଇଲ ଜବଦ ସହ ଚୋର ଗିରିଫ l

ଚାନ୍ଦବାଲି.୧୮/୫/୨୦୨୨ ଆଙ୍କର-ମୋବାଇଲ ଚୋରୀ ରାକେଟର ପର୍ଦାଫାସ କରିଛି ଚାନ୍ଦବାଲି ପୋଲିସ , ମତୋ ଓ ପିରାହାଟରେ ମୋବାଇଲ ଦୋକାନରୁ ଚୋରୀ ହୋଇଥିବା ମୋବାଇଲକୁ ଜବଦ କରିବା ସହ ଏହି ରାକେଟରେ ସଂପୃକ୍ତି ରେ ଅଭିଯୁକ୍ତଙ୍କୁ ଗିରଫ କରିଛି ଚାନ୍ଦବାଲି ପୋଲିସ । ଚାନ୍ଦବାଲି ଥାନାର ଥାନା ଅଧିକାରୀ କରୁଣାକର ରାଉତ ନେତୃତ୍ବରେ ପୋଲିସ ଟିମ ଏ ଏସ ଆଇ ନରେନ୍ଦ୍ର ରାଉତ, ମତୋ ଫାଣ୍ଡି ଅଧିକାରୀ ବୁଦ୍ଧିରାମ ମହାନ୍ତି, ଅନୁରାଗ ମହାନ୍ତି ବିଭିନ୍ନ ସ୍ଥାନରୁ ରେଡ୍ କରି ୧୭ ଟି ମୋବାଇଲ ସହ ଅଭିଯୁକ୍ତ ର ମଟର ସାଇକେଲକୁ ଜବଦ କରିଛି l ଅଭିଯୁକ୍ତ ଜଣକ ମୋବାଇଲ ବିକ୍ରି କରିଥିବା ୮ ଜଣକୁ ଧରି ତଦନ୍ତ କରିବା ପରେ ମୁଖ୍ୟ ଅଭିଯୁକ୍ତ ଧରିବାରେ ସଫଳ ହୋଇଥିଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ତପନ ବଳକୁ ପୋଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ଏହି କାରବାର ଚାନ୍ଦବାଲିରୁ କେନ୍ଦ୍ରପଡ଼ା ପର୍ଯ୍ୟନ୍ତ ଲମ୍ବି ଥିବାରୁ ପୋଲିସ ଅଧିକ ତଦନ୍ତ ଜାରୀ
ରଖିଛି ,ଏସ ଡି ପି ଓ ଦେବୀ ଶଙ୍କର ପ୍ରତାପ ପ୍ରକାଶ କରିଥିଲେ ।

Share this…
Share on Facebook

Facebook