ଡାକ୍ତରଙ୍କ ଅବହେଳା ପାଇଁ ଚାଲିଗଲା ଶିଶୁର ଜୀବନ

ଡାକ୍ତରଙ୍କ ଅବହେଳା ପାଇଁ ଚାଲିଗଲା ନବଜାତ ଶିଶୁର ଜୀବନ,ମେଡିକାଲ କର୍ମଚାରୀଙ୍କ ବେପରୁଆ ନୀତି ଯୋଗୁ ସଠିକ ମେଡ଼ିସିନ ବଦଳରେ ଅନ୍ୟ କୌଣସି ମେଡ଼ିସିନ ନବଜାତ ଶିଶୁଟିକୁ ଦେଇଥିବାରୁ ନବଜାତ ଶିଶୁଟିର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ, ଗତକାଲି ଡେରାବିଶ ବ୍ଲକ ନୀଳକଣ୍ଠପୁର ଗାଁରେ ଗୌରାଙ୍ଗ ମହାରଣାଙ୍କ ପତ୍ନୀ ଗତକାଲୀ ଡେରାବିଶ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ରେ ଏକ ନବଜାତ ସିଶୁପୁତ୍ରଟିକୁ ଜନ୍ମ ଦେଇଥିଲେ, ଶିଶୁଟି ସୁସ୍ଥ ହୋଇ ଜନ୍ମ ହୋଇଥିବା ବେଳେ ଆଜି ମେଡିକାଲ ଡାକ୍ତର ଓ କର୍ମଚାରୀ ଟୀକା ମେଡ଼ିସିନ ଦେବା ପରେ ପିଲାଟି ନାକ ଓ ପାଟିରୁ ଫେଣ ବାହାରି ଥିଲା ପରେ ଶିଶୁଟିର ମୃତ୍ୟୁ ହୋଇଥିଲା, ସୁସ୍ଥ ହୋଇ ଜନ୍ମ ହୋଇଥିବା ଶିଶୁପୁତ୍ର କୁ ଡେରାବିଶ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ର ଡାକ୍ତର ଓ ନର୍ସ ମାନେ ଟିକା ବଦଳରେ ଅନ୍ୟ କୌଣସି ମେଡ଼ିସିନ ଦେଇଥିବା ଅଭିଯୋଗ କରୁଛନ୍ତି ଶିଶୁର ବାପା, ଘଟଣାକୁ ନେଇଁ ମେଡିକାଲ ଡାକ୍ତର କ୍ୟାମେରା ଆଗରେ ମୁହଁ ଖୋଲୁନଥିବା ବେଳ ମୃତ୍ୟୁ ଶିଶୁ ପୁତ୍ର କୁ ଧରି ମେଡିକାଲ ପରିସରରେ ଶିଶୁପୁତ୍ର ର ପରିବାର ଲୋକେ ଧାରଣ ରେ ବସିଛନ୍ତି,
MPX TV ODISHA

Share this…
Share on Facebook

Facebook