ସୋର – ବିଜେଡି ସରପଞ୍ଚ କୁଭୋଟ ନଦେବାରୁ ରାସ୍ତା କାଟିଦେଲ ବିଜେଡି ନେତା, ଏପରି ସାଙ୍ଘାତିକ ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ତଳନଗର ପଂଚାୟତ ରେ, ରାଜନୈତିକ ଆକ୍ରୋଶ ରେ ବରଡାସାହି ରାସ୍ତା କୁ ଜେସିବି ଲଗାଇ ରାତିରେ ରାସ୍ତାର ଚାର ଟି ସ୍ଥାନ ରେ ଖୋଳିଦେଲେ ବିଜେଡି ନେତା l ଏନେଇ ସୋର ଥାନାରେ ଲିଖିତ ଅଭିଯୋଗ ଦେଇ ଥାନା ରେ ଦ୍ଵାରାସ୍ତ ହୋଇ ଜଗି ବସିଛନ୍ତି ଗ୍ରାମର ୨୦ ଉର୍ଦ୍ଧ ମହିଳା l ବରଡାସାହି ଗ୍ରାମ ରେ ଦେଢ଼ସ ରୁ ଉର୍ଦ୍ଧ ଲୋକ ବାସ କରୁଥିବା ବେଳେ କିପରି ଯିବା ଆସିବା କରିବେ ସେନେଇ ଚିନ୍ତା ରେ ଗ୍ରାମବାସୀ