ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇଥିବା ସହ ସାରା ରାଜ୍ୟରେ ପ୍ରବଳ ତାପମାତ୍ରା ବୃଦ୍ଧି ପାଇଥିବାରୁ, ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ, ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ଅବସ୍ଥିତ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ ର ପ୍ରଶାସନ ଓ ଅଗ୍ନିସମ ବିଭାଗ ଦ୍ଵାରା ସ୍ଥାନୀୟ ଡ଼ାକବଙ୍ଗଳାରେ ଥିବା ବିଭିନ୍ନ ଗଛରେ ଦିରଘ ବର୍ଷ ରୁ ଆଶ୍ରୟ ନେଉଥିବା ଵାଦୁଡୀ ମାନଙ୍କୁ ଜଳ ଛିନଚନ କରିବା ସହିତ ଆସନ୍ତା ମେ ମାସ ପର୍ଯ୍ୟନ୍ତ ଉକ୍ତ ଜଳ ଛିନଚନ କାର୍ଯ୍ୟ କର୍ମ ଚାଲୁ ରହିବ ବୋଲି ଡାଲମିଆ ସିମେଣ୍ଟ ପକ୍ଷରୁ ସୁଚନା ଦିଆଯାଇଛି ।