ବାଲେଶ୍ଵର ରେ ଜଣେ ଅବକାରୀ କର୍ମଚାରୀ ଙ୍କୁ ମଦ ମାଫିଆ ମାନଙ୍କ ଆକ୍ରମଣ ଦେଖିବାକୁ ମିଳିଛି । କର୍ମଚାରୀ ଜଣଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ଵର ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି ବାଲେଶ୍ଵର ଜିଲ୍ଲା ସୋର କୁପାରି ରାସ୍ତା କାନପୁର ଛକ ନିକଟରେ ବିଳମ୍ବିତ ରାତିରେ ଅବକାରୀ କର୍ମଚାରୀ ବଶନ୍ତ ମଲ୍ଲିକ ପେଟ୍ରୋଲିଂ କରୁଥିବା ସମୟରେ କିଛି ମଦ ମାଫିଆ ମାନେ ବସନ୍ତ ଙ୍କ ଗାଡି ଅଟକାଇ ଏକ ଲୁହା ରଡ଼ ରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ ।ସ୍ଥାନୀୟ ଲୋକମାନଙ୍କ ସହଯୋଗ ରେ ପ୍ରଥମେ ଖଇରା ମେଡ଼ିକାଲ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ଵର ମେଡ଼ିକାଲ ଙ୍କୁ ସ୍ଥାନାନ୍ତର କରାଯାଇଛି ।
ସୋର ରୁ ସରତ ନାୟକ