ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ମଇତାପୁର ଅଞ୍ଚଳର ଜଣେ ଯୁବକ ଜଣେ କଲେଜ ଛାତ୍ରୀଙ୍କୁ କମେଣ୍ଟମରାକୁ ନେଇ ଛାତ୍ରୀ ଜଣଙ୍କର ପରିବାର ଲୋକେ ନିସ୍ତୁକ ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁଯାୟୀ ଆଜି ମଇତାପୁର ଗୋଛାୟତ ସାହିର ଜୈନିକ ଯୁବକ ବେହେରା ସାହିର ଜଣେ ଯୁବତୀ ସିମୁଳିଆ କଲେଜରୁ ପାଠପଢି ଘରକୁ ଫେରୁଥିବା ବେଳେ ଜୈନିକ ଯୁବକ ଜଣଙ୍କ ବାଟରେ କମେଣ୍ଟ ମାରିଥିଲେ।
ଯାହାଫଳରେ ଛାତ୍ରୀ ଜଣଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ଛାତ୍ରୀ ଜଣଙ୍କର ବାପା ମା ଏବଂ ଛାତ୍ରୀ ଜଣଙ୍କ ମିଶି ଉକ୍ତ ଯୁବକକୁ ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ ହେଉଛି।ରିପୋର୍ଟ-। ସରତ ନାୟକ ସୋର, MPX TV ODIA