ଶଇତାନ ସାଜିଲା ମଦ୍ୟପ ସ୍ୱାମୀ,ତଣ୍ଟିକାଟି ହତ୍ୟା କଲା ନିଜ ସ୍ତ୍ରୀକୁ ଏଭଲି ଲୋମୋଟାଙ୍କୁରା ଘଟଣା ଦେଖିବା କୁ ମିଳିଛି
ପଟ୍ଟାଙ୍ଗି ବ୍ଲକ ଅନ୍ତୋର୍ଗତ ଆନ୍ଦ୍ର-ଓଡିଶା ସୀମାନ୍ତ ସୁଙ୍କି ପୋଲିସ ପୋଷ୍ଟ ଅଧିନରେ ଥିବା ଗୌଡ଼ଗୁଡା ଗ୍ରାମରେ ଶୋଇତାନ ସାଜିଲା ମଦ୍ୟପ ସ୍ୱାମୀ, ହତ୍ୟା କଲା ନିଜ ସ୍ତ୍ରୀ ଖରା ଘାସୁ ଙ୍କୁ, ବୟସ 55,
ଏଭଲି ଲୋମଟାଙ୍କୁରl ଘଟଣାର ଖବର ପାଇବା ମାତ୍ରେ ସୁଙ୍କି ପୋଲିସ ଘଟଣା ସ୍ଥଳରେ ପହଂଚି ହତ୍ୟା କାରୀ ଅର୍ଜୁନ ଖରା, ବୟସ 60 ଙ୍କୁ ସୁଙ୍କି ପୋଲିସ ଧରିବାରେ ସଫଳ ପାଇଥିଲା l କିଭଳି ହତ୍ୟା କଲା ସେ ବିଷୟରେ ହତ୍ୟା କାରିଙ୍କୁ ପଚାରିବାରୁ ଚଇତପର୍ବ ହେତୁ ମଦ୍ୟପାନ କରିଥିଲି ମୁଁ କିଭଳି ଭାବେ ହତ୍ୟା କଲି ମୋର ମୁଣ୍ଡକାମ ଦେଲା ନାହିଁ ବୋଲି ମନ୍ତବ୍ୟ ଦେଇଥିଲେ lRiporter-megha Guntha
Place-koraput