Big breaking News. ବିଜେପି ସମର୍ଥିତ କର୍ମୀଙ୍କୁ ଟାଙ୍ଗିଆ ରେ ହାଣିଲେ ବିଜେଡ଼ି ସମର୍ଥିତ କର୍ମୀ ଗୋବିନ୍ଦ ପ୍ରଧାନ। ଗୁରୁତ୍ୱପୂର୍ଣ୍ଣ ସୂଚନା ଅନୁଗୋଳ ଜିଲ୍ଲା ଜରପଡା ଥାନା ଦୁର୍ଗାପୁର ଗ୍ରାମରେ ରାଜନୈତିକ ହତ୍ୟାକାଣ୍ଡ। ଗାଁ ଦାଣ୍ଡରେ ଦଣ୍ଡ ନୃତ୍ୟ ଦେଖୁଥିବା ସମୟରେ ଟାଙ୍ଗିଆ ଚୋଟରେ ସାଗର ପ୍ରଧାନ ଙ୍କୁ ହତ୍ୟକଲା ଗୋବିନ୍ଦ ପ୍ରଧାନ।ଘଟଣା ସ୍ଥଳରୁ ହତ୍ୟାକାରୀ ଫେରାର ଅନ୍ୟପଟେ ହତ୍ୟାକାରୀ ଘରୁ ଟାଙ୍ଗିଆ ଜବତ କଲା ପୋଲିସ।