ମହାରାଷ୍ଟ୍ର : ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ମହାରାଷ୍ଟ୍ର ରାଜ୍ୟର ଜଣେ ପୋଲିସ କର୍ମଚାରୀ ଙ୍କର ପାଣି ପିଆଉ ଥିବାର ଭିଡିଓ। ଯେଉଁଥିରେ ସେ ଅସହ୍ୟ ଗରମରେ ସୋସିଲା ଥିବା ଏକ ମାଙ୍କଡ଼ କୁ ପାଣି ପିଆଉ ଥିବା ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ତେବେ ଜଣେ କାର୍ଯ୍ୟରତ ପୋଲିସ କର୍ମଚାରୀ ଗୋଟେ ମାଙ୍କଡ଼ ର ତୃଷାକୁ ବୁଝି ପାରିଛନ୍ତି ଓ ଜଣେ ମଣିଷ ଗୋଟେ ମାଙ୍କଡ଼ର ପାଣି ପିଆଇ ଜୀବନ ବଞ୍ଚେଇ ପାରିଛନ୍ତି ସେଥିପାଇଁ ସେ ଜଣେ ମହାନ ମଣିଷ କହିଲେ କିଛି ଭୁଲ ହେବ ନାହିଁ ବୋଲି ସୋସିଆଲ ମିଡିଆରେ ପ୍ରଶଂସା ର ସୁଅ ଛୁଟୁଛି । ମୟୁରଭଞ୍ଜ ରୁ ତପନ କୁମାର ଦଣ୍ଡପାଟ