ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପିତଳ ଛକରେ ଗତ ରାତିରେ ଘଟିଯାଇଛି ଏକ ଜଘନ୍ଯ ହତ୍ୟାକାଣ୍ଡ । ଏହି ହତ୍ୟାକାଣ୍ଡ ରେ ନରେନ୍ଦ୍ରପୁର ଗ୍ରାମ ର ଚାରିଜଣ ମୃତ୍ଯୁବରଣ କରିଥିବା ବେଳେ କମେଣ୍ଟ ମରାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ଅନୁମାନ କରୁଛି ।
ଏପଟେ ହତ୍ୟାକାରୀ ମାନଙ୍କୁ ଧରିବା ଦାବିରେ ଗ୍ରାମବାସୀ ମାନେ ରାସ୍ତାରୋକ କରିଥିବା ବେଳେ ଆସିକା ଓ ବ୍ରହ୍ମପୁର ଗାଡିଚଳା ବନ୍ଦ ରହିଛି । ପୋଲିସ ମଧ୍ଯ ତିନି ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି ।
ଏହି ହତ୍ୟାକାଣ୍ଡ ରେ ନରେନ୍ଦ୍ରପୁର ଗ୍ରାମ ର ଚାରିଜଣ ମୃତ୍ଯୁବରଣ କରିଥିବା ବେଳେ କମେଣ୍ଟ ମରାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ଅନୁମାନ କରୁଛି ।
ଏପଟେ ହତ୍ୟାକାରୀ ମାନଙ୍କୁ ଧରିବା ଦାବିରେ ଗ୍ରାମବାସୀ ମାନେ ରାସ୍ତାରୋକ କରିଥିବା ବେଳେ ଆସିକା ଓ ବ୍ରହ୍ମପୁର ଗାଡିଚଳା ବନ୍ଦ ରହିଛି । ପୋଲିସ ମଧ୍ଯ ତିନି ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି ।