ପ୍ରଚାର ମଇଦାନରେ ଓଡ଼ିଆ ଅଭିନେତ୍ରୀ ଜିନା

ସୋର: ସୋର ପୌର ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ । ଶେଷ ଦିନରେ କମ୍ପୁଛି ସୋର । ଶେଷ ଦିନରେ ଭୋଟରଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରୁଛନ୍ତି ଵିଜେପି ର ସିନେତାରକା ଅଭିନେତ୍ରୀ ଜିନା ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭେଟ୍ ମାଗିଲେ । ଭୋଟରଙ୍କ ସମର୍ଥନ ପାଇଁ ମଇଦାନରେ କସରତ କରୁଛନ୍ତି ହେଭିଓ୍ବେଟ । ବିଜେଡି ପ୍ରାର୍ଥ ସୋର ନିର୍ବାଚନ ମଣ୍ଡଳୀ ଅଧୀନ ବିଭିନ୍ନ ୱାର୍ଡ ପରିକ୍ରମା କରି ପ୍ରଚାର କରୁଛନ୍ତି । ସୋର ବିଧାୟକ ପର୍ଶୁରାମ ଧଡାଙ୍କ ସମେତ ବିଭିନ୍ନ ୱାର୍ଡର ପ୍ରାର୍ଥଙ୍କୁ ସାଙ୍ଗରେ ନେଇ ରୋଡ ଶୋ’ କରିଛନ୍ତି ବିଜେଡି ପ୍ରାର୍ଥ।ଅଭିନାଶ ପାପ୍ର
ମନ୍ଦିରରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରାରେ ବାହାରିଛନ୍ତି । ବିଜେଡି ଉପରେ ଲୋକଙ୍କର ବିଶ୍ବାସ ରହିଛି । ଏଣୁ ନବୀନ ବାବୁ ଓ ଶଙ୍ଖ ଚିହ୍ନ ଉପରେ ଲୋକଙ୍କ ଆସ୍ଥା ଅତୁଟ ରହିଛି। ଏଣୁ 19ଟି ଓ୍ବାର୍ଡରେ ବିଜେଡି ପ୍ରାର୍ଥୀଙ୍କ ବିଜୟ ନିଶ୍ଚିତ ହେବ ବୋଲି ଆଶା ରଖିଛନ୍ତି ବିଜେଡି ପ୍ରାର୍ଥ । ସେପଟେ ଦଳୀୟ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନାକୁ ନେଇ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ମଧ୍ୟ ଦେଖିବାକୁ ମିଳିଛି ବେଶ ଉତ୍ସାହ । ବିଜେପି ପକ୍ଷରୁ କଡା ଟକର ରହିଛି
ସୋର ରୁ ସରତ ନାୟକ ଙ୍କ ରିପୋର୍ଟ

Share this…
Share on Facebook

Facebook