ଅନୁଗୋଳ: ରନ୍ତଲେଇର ଶ୍ରୀ ଗୋପାଳ ଗୋଶାଳା ଠାରେ ପବିତ୍ର ଦୋଳପୂର୍ଣ୍ଣିମା ମହୋତ୍ସବ ଉପଲକ୍ଷେ ନିଆରା ଢଙ୍ଗରେ ପାଳନ କଲେ ଅନୁଗୋଳ ସାରଥୀ ପରିବାର
ଅନୁଗୋଳ ଜିଲ୍ଲା ରନ୍ତଲେଇ ର ଶ୍ରୀ ଗୋପାଳ ଗୋଶାଳା ଠାରେ ଶ୍ରୀମଦ ସାରଥୀ ଦେବ ଙ୍କର ସତସଙ୍ଗ କରିବା ସହିତ ହୋମ, ଯଜ୍ଞ ଓ ଶ୍ରୀ ଗୋପାଳ ଗୋଶାଳା ଠାରେ ଗୋମାତାଙ୍କ ସେବା କରିବା ସହିତ ପୂଜାର୍ଚ୍ଚନା କରିଥିଲେ
ଶେଷରେ ଶ୍ରୀମଦ୍ ସାରଥୀ ଦେବ ଙ୍କ ଦିବ୍ୟ ଆଳତି କରି ସମସ୍ତ ଶ୍ରଦ୍ଧାଳୁମାନେ ପ୍ରାସାଦ ସେବନ କରି ଆନନ୍ଦ ଉଲ୍ଲସିତ ହୋଇ ଘରକୁ ବାହୁଡ଼ା ହୋଇଥିଲେ ଏଥିରୁ ପ୍ରମାଣିତ ହେଉଛି ଯେ ଶ୍ରୀମଦ ସାରଥୀ ଦେବ ଙ୍କର ଭକ୍ତ ମାନେ ଆଜିବି ସାରଥୀ ଦେବ ଙ୍କୁ ଝୁରୁଛନ୍ତି
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ରୁ ପ୍ରଫୁଲ୍ଲ କୁମାର ସିଂହଙ୍କ ରିପୋର୍ଟ୍