ତାଳଚେର ଠାରୁ ଡୁବୁରୀ ପର୍ଯ୍ୟନ୍ତ ଯାଇଥିବା ତେପନ (୫୩) ନମ୍ବର୍ ଜାତୀୟ ରାଜପଥରେ । ବଡଝରା ଠାରେ ଥିବା ଆଶ୍ରମ ଛକ ର ଟିକେ ଆଗରେ  ଆଜିର ସମୟ 12.40 ମିନିଟରେ ଦୁଇ ଟି ବାଇକ ମୁହାଁ ମୁଁହି ଧକା ହେଇଥିଲେ ।ଏଥିରେ ବଡଝରା ନୂଆ ସାହି ର ଭିକାରି ସାହୁ ଙ୍କ ବଡ଼ପୁଅ ପ୍ରଶ୍ନ ସାହୁ ମୁକ୍ତପସି ରୁ କିଛି କାମ ସାରି ନିଜ ଘରକୁ ଫେରିଥିଲେ। ଏବଂ ଅପର ପକ୍ଷ୍ୟ ରୁ ବାଇସିଙ୍ଗା ନୂଆପାଣି ଗ୍ରାମର ବିଜନସମାଲ ଏକ ହିରୋ ସ୍ପଲେଣ୍ଡର ଯାହାର ନମ୍ବର୍ OD-06-A-2036 ତାଳଚେର ରୁ ନିଜଗ୍ରାମକୁ ଫେରୁଥିଲେ । ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ବିଜନ ଅନୁଗୁଳ ରୁ ରାଉଲକେଲା ଯାଉଥିବା ବସ ଲଷ୍ମୀ ରେ କଣ୍ଡକ୍ଟର ଭାବେ କଯ୍ୟ କରନ୍ତି ।

ଏବଂ ସେ ନିଜ ଡିଉଟି ସାରି ନିଜ ଘରକୁ ଫେରୁଥିଲା ବେଳେ ଦୁଇ ଜଣଙ୍କ ମଦ୍ୟ ରେ ମୁଂହା ମୁଁହି ଧକା ହେଇଥିଲା । ଏଥିରେ ପ୍ରଶ୍ନ ସାହୁ ଙ୍କର ଡାହାଣ ପାଖ ଜଙ୍ଘ ଭାଙ୍ଗି ଯାଇଥିବାଦେଖିବାକୁ ମିଳିଥିବାଵ ବେଳେ । ବିଜନ ସାମଲ ଙ୍କ ମୁଣ୍ଡର ପଛପାଖ ଜୁରରେ ମଡାହୁଇ ରକ୍ତ ସ୍ରାବ ହେଉଥିଲେ। ଏବଂ ଡାହାଣ ଗୋଡ଼ର ପାଦ ଆଙ୍ଗୁଠି ସବୁ ଛିଣ୍ଡି ଯାଇ ଥିବା ଜଣାପଡିଛି । ପ୍ରଥମେ ପ୍ରଶ୍ନ ସାହୁ ଙ୍କୁ ଏକ ଅଟୁ ଯୋଗେ ଓ ପରେ ବିଜନ ସାମଲ ଙ୍କୁ 108 ଆମ୍ବୁଲାନ୍ସ ଯୋଗେ କାମାକ୍ଷା ନଗର ଉପଖଣ୍ଡ ଚିକିତ୍ସଛଳୟ କୁ ପଠା ଯାଇଥିଲା ଏବଂ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ କଟକ ସ୍ଥାନାନ୍ତରିତ କରିଥିବା ଜଣ ପଡିଚି ।ରିପୋଟର – ପ୍ରଶାନ୍ତ କୁମାର ସାହୁ

Share this…
Share on Facebook

Facebook