ମାଲକାନଗିରି ପ୍ରଚାର ମଇଦାନରେ ଓଡ଼ିଆ ଅଭିନେତ୍ରୀ ରିୟା

ମାଲକାନଗିରି – ନିର୍ବାଚନ ପ୍ରାଥୀ ପତ୍ର ଦାଖଲ ପରେ । ଦଳ ଗୁଡିକ ମଧ୍ୟ ଆରମ୍ଭ ହୋଇଯାଇଛି ରଣ କୌଶଳ । କିଭଳି ଭାବେ ନିଜ ଦଳ ପ୍ରଥୀଙ୍କୁ ବିଜୟୀ କରିବେ ସେଥି ନେଇ ପ୍ରତ୍ୟକ ଦଳ କ୍ୟାମ୍ପିନିଙ୍ଗ ଆରମ୍ଭ କରିଛନ୍ତି । ଆଜି ବିଜେଡି ଦଳର ଚେୟାରମ୍ୟାନ ପ୍ରାଥୀ ପାଇଁ ଅଭିନେତ୍ରୀ ରିୟା ଦେ ଆସି ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲି କ୍ୟାମ୍ପନିଙ୍ଗ କରୁଛନ୍ତି ।

ସକାଳୁ ପ୍ରଧାନୀଗୁଡା ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଦଳ ଜିଲ୍ଲାର ବିଭିନ୍ନ ସାହି ବୁଲିବା ସହ ପ୍ରତ୍ୟକ ଘର ଘର ବୁଲି ମଧ୍ୟ କ୍ୟାମ୍ପନିଙ୍ଗ କରୁଛନ୍ତି । ଏହି ରାଲିରେ ବିଜେଡି ଦଳର ଅନେକ ବରିଷ୍ଠ ନେତା ସହ ଅନେକ କର୍ମୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।

ରିପୋର୍ଟ -ଶିବ ପ୍ରସାଦ ଦାସ
ମାଲକାନଗିରି

 

Share this…
Share on Facebook

Facebook