ଗୁରୁ ଶ୍ରୀ ରଘୁନାଥ ପାତ୍ରଙ୍କ ଉପସ୍ଥିତିରେ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ନୃତ୍ୟ ପ୍ରତିଯୋଗିତା ରେ ସେରଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ର ମାନେ ଲୋକ ନୃତ୍ୟ ମାଧ୍ୟମରେ ପରିବେଶ ସୁରକ୍ଷା ପରିବେଷଣ କରି ପୁରସ୍କୃତ ହୋଇଛନ୍ତି. ମୁଖ୍ୟ ଅତିଥି ଏବଂ ବିଚାରପତି ଭାବେ ଡ.ମୁର୍ମୁ, ବିନୋଦ କୁମାର ଜେନା , ସାତମିକ ପଟନାୟକ, ହରିହର ଦାଶ ଉପସ୍ଥିତ ଥିଲେ.