ଦିଗପହଣ୍ଡି ଥାନା ଅନ୍ତର୍ଗତ ଭୀଷ୍ମଗିରି ରେ ଥିବା ମିନି ବ୍ୟାଙ୍କ ରୁ ଗତ କାଲି ମଧ୍ୟ୍ୟ ରାତ୍ରି 1:40 AM ରେ ଦୂର୍ବତ ମନେ ବ୍ୟାଙ୍କ ଲକର ଭାଙ୍ଗି ଲୁଟ କରିଛନ୍ତ । ମଧ୍ୟ୍ୟ ରାତ୍ରି ସମୟରେ ଦୁଈ ଜଣ ଦୁର୍ବୁତ୍ତ ମୁହଁରେ କପଡା ବାନ୍ଦି ବ୍ୟାଙ୍କ ଭିତରେ ପଶିଥିଲେ ଏବଂ ନିର୍ଭୟ ବାଭେ ଲୁଟିଥିଲେ, ଏଥିରୁ ଗୋଟେ କଥା ସ୍ୱଷ୍ଟ ଜାଣିବାକୁ ମିଳୁଛି ଯେ ଦିଗପହଣ୍ଡି ଥାନା ଅଞ୍ଚଳରେ ଏମିତି କି ବାରମ୍ବାର ଚୋରି ହେବାରେ ଲାଗିଛି କିନ୍ତୁ ପୋଲିସ ନିରବ ସାଜିଛି l ଏଠି ସାଧାରଣ ରେ ପ୍ରଶ୍ନବାଚୀ ସୁଷ୍ଟି କରୁଛି ନାଇଟ ପ୍ରିଟୋଲିଙ୍ଗର ଅଭାହେଲା କାରଣରୁ ଏହି ସବୁ ସମସ୍ୟା ବଡ଼ିବାରେ ଲାଗିଛି ବୋଲି ସାଧାରଣରେ ପ୍ରଶ୍ନ ସାଜିଛି ନା ସାଧାରଣ ଙ୍କ ଅସଚେତନତା ଯୋଗୁଁ ଏଭଳି ସମସ୍ୟା ଉପୁଜୁଛି l ଏହି ଲୁଟ ଉଦ୍ୟାନ ପୁରା ସଫଳ ହୋଇଛି ଯାହାକି ଦାମୀ ଲାପଟପ ସହ ନଗଦ କିଛି ଟଙ୍କା ଏବଂ କିଛି ଜିନିଷ ଭଙ୍ଗା ରୁଜା କରି ଦୁର୍ବୁତ୍ତ ମାନେ ଫେରାର ଅଛନ୍ତି l
ଗତକାଲି ରାତ୍ରୀ ସମୟରେ ଦୁର୍ବୃତ୍ତମାନେ ବ୍ୟାଙ୍କର ଏସି ସ୍ଥାନାନ୍ତର କରି ବ୍ୟାଙ୍କ ମଧ୍ୟରେ ପ୍ରବେଶ କରିଥିଲେ । ବ୍ୟାଙ୍କ ମଧ୍ୟରେ ଲାଗିଥିବା ସି ସି କ୍ୟାମେରା ରେକଡ଼ ଥିବା ଭିଡ଼ିଓ ଫୁଟେଜ କୁ ଦେଖି ତଦନ୍ତ ଚଳାଇଛନ୍ତି ଓ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଅଧିକରୁ ଅଧିକ ତଦନ୍ତ କରିବାର ଦେଖିବାକୁ ମିଳିଛି ।