ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ , ଦିଗପହଣ୍ଡି ମୁଖ୍ୟ ରାସ୍ତା ରେ ମର୍ମନ୍ତୁକ ଦୁର୍ଘଟଣା ।
ଆଜି ସକାଳ 8ଘଣ୍ଟା ସମୟରେ ଦିଗପହଣ୍ଡି ମୁଖ୍ୟ ରାସ୍ତା ରେ ସାଇକଲ ଆରହି ସହିତ ଟ୍ରକ୍ ର ଦୁର୍ଘଟଣା ଘଟିଛି । ଦିଗପହଣ୍ଡି ର ସୁରେନ୍ଦ୍ର ପଣ୍ଡା ସାଇକଲ ରେ ଯାଉଥିବା ସମୟରେ ଟ୍ରକ୍ ର ଚକା ତଳେ ପଡି ଚାପି ହୋଇଯାଇଥିଲେ । ଘଟଣା ସ୍ଥଳରେ ସୁରେନ୍ଦ୍ର ପଣ୍ଡା ଙ୍କର ମୃତୁ ଘଟିଥିଲା।
ଦିଗପହଣ୍ଡି ଅଞ୍ଚଳବାସୀ ମୁଖ୍ୟ ରାସ୍ତା କୁ ଅବରୋଧ କରିଥିବାର ଜଣାପଡିଛି ।
ଘଟଣା ସ୍ଥଳରେ ଦିଗପହଣ୍ଡି ପୋଲିସ ପହଞ୍ଚି ଟ୍ରକ୍ କୁ ଜବତ କରିଛି ଏବଂ ଶବଟିକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣା ପଡ଼ିଛି ।

Share this…
Share on Facebook

Facebook

Leave a Reply

Your email address will not be published.